ରାଜଧାନୀରେ କାୟା ବିସ୍ତାର କରୁଛି କରୋନା: ୭ ଦିନରେ ୨୧୪ ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଉପରେ ରହୁଥିବା ବେଳେ କେତେକ ଜିଲ୍ଲାରେ ଉପରମୁହାଁ ରହିଛି। ଏଭଳି ସ୍ଥିତିରେ ରାଜଧାନୀର କରୋନା ଗ୍ରାଫ୍ ଏବେ ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି। ସପ୍ତାହକ ମଧ୍ୟରେ ରାଜଧାନୀରୁ ୨୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯେଉଁଥିରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଆଗରେ ରହିଛି। ୫ରୁ ଅଧିକ ଶିକ୍ଷାନୁଷ୍ଠାନରୁ ଆକ୍ରାନ୍ତ ବାହାରି ଥିବାରୁ ସହରରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକରେ ଯାଞ୍ଚ ବ୍ୟବସ୍ଥା … Continue reading ରାଜଧାନୀରେ କାୟା ବିସ୍ତାର କରୁଛି କରୋନା: ୭ ଦିନରେ ୨୧୪ ଆକ୍ରାନ୍ତ